BlogHide Resteemsamanprem (65)in steempress • 5 years agoଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକପୁରୀ ( ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିର ଛତିଶଶ ନିଯୋଗ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ବଡୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି କରୋନାର ସଫଳ ମୁକାବିଲା ପାଇଁ ଏହି ବୈଠକ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ…amanprem (65)in steempress • 5 years agoକରୋନା ସଚେତନା କମିଟିର ଅଧ୍ୟକ୍ଷ ହେଲେ ସୁବ୍ରତ ବାଗଚୀଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ବର୍ତ୍ତମାନ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ୫ ହଜାରରୁ ଉର୍ଦ୍ଧ…amanprem (65)in steempress • 5 years ago୨୭ ରେ ପାଦ ଥାପିଲେ ଆଲିଆମୁମ୍ବାଇ ( ଏଟିଆର ବ୍ୟୁରୋ): ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ମାତ୍ର ୮ ବର୍ଷ ତଳେ ବଲିଉଡରେ ପାଦ ଥାପିଥିବା ଏହି ସୁନ୍ଦରୀ ଅତିକମ ସମୟ ମଧ୍ୟରେ ବଲିଉଡରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…amanprem (65)in steempress • 5 years agoଭାରତରେ ସେଞ୍ଚୁରି ମାରିଲା କରୋନାଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯୁଆଡେ ଶୁଣିବ ଖାଲି କରୋନା କରୋନା । କରୋନା ଏବେ ତା କରୁଣ କାହାଣୀରେ ସମସ୍ତଙ୍କୁ ଆତଙ୍କିତ କରି ରଖିଛି । କରୋନା ଭୟରେ ଏବେ ସାଧାରଣ ଲୋକ ଘରୁ ପାଦ କାଢିବାକୁ ଭୟ କଲେଣି । ତେବେ ଏହି ଭିତରେ ଏବେ ଭାରତରେ…amanprem (65)in steempress • 5 years agoକରୋନା କରୁଣ : ଆଜି ସାର୍କ ଦେଶ ମାନଙ୍କର ଭିଡିଓକନଫରେନସ ବୈଠକନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା କରୁଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲିଟିଛି । କାରଣ ପ୍ରତ୍ୟେକ ରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି କରୋନା ଭାଇରସ ଉପରେ ରୋକ…amanprem (65)in steempress • 5 years agoଜାଣନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ବିଶ୍ୱରେ ଆତଙ୍କର ନୂଆ ନାମ ପାଲଟିଛି କରୋନା । ସାରା ବିଶ୍ୱ ଏବେ କରୋନାକୁ ନେଇ ଆତଙ୍କିତ । ଅନ୍ୟପଟେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଦିନକୁ ଦିନ ତାର କାୟା ବିସ୍ତାର…amanprem (65)in steempress • 5 years agoସାବଧାନ ! ମହଙ୍ଗା ପଡିପାରେ ମିଥ୍ୟା କରୋନା ପ୍ରଚାରକଳାହାଣ୍ଡି ( ଏଟିଆର ବ୍ୟୁରୋ): ଚୀନରୁ ବ୍ୟାପିଥିବା କରୋନା ଏବେ ସାରା ବିଶ୍ୱରେ ତାର ତାଣ୍ଡବ ରଚୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଏବେ ଶୋସାଲ ମିଡିଆରେ ମଧ୍ୟ କରୋନା ତାର କାୟା ବିସ୍ତାର ଆରମ୍ଭ କରି ସାରିଲାଣି । ଶୋସାଲ ମିଡିଆ ପେଜ…amanprem (65)in steempress • 5 years agoକରୋନା ପାଇଁ ଆଜିଠାରୁ ନନ୍ଦନକାନନ ବନ୍ଦଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହେବା ପରେ ହେବାକୁ ଥିବା ସମସ୍ତ ସଭା ସମିତି ବାତିଲ କରାଯାଉଥିବା ବେଳେ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ତେବେ ଆଜିଠାରୁ ନନ୍ଦନକାନନ ବନ୍ଦ କରାଯାଇଛି । ଆଜିଠାରୁ ଆଉ…amanprem (65)in steempress • 5 years agoମାଛ , ଅଣ୍ଡା ଓ କୁକୁଡାରେ ନାହିଁ କରୋନାଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଥିବା ବେଳେ ଏବେ ଏହାର ସିଧା ପ୍ରଭାବ ପଡିଛି ଆମିଷ ଉପରେ । ଆମିଷ ବଜାର ଏବେ ପୁରା ଘାଟାରେ ଚାଲିଛି । ଏହି ମହାମାରୀକୁ ଏଡାଇବା ପାଇଁ ସାଧାରଣ ଲୋକ ଏବେ ଆମିଷ…amanprem (65)in steempress • 5 years agoକରୋନା ଚିହ୍ନଟ କରିବେ ସରପଞ୍ଚ ଓ ୱାର୍ଡମେମ୍ବରଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ଏବେ ରାଜ୍ୟ ସରକାର କରୋନା ରୋଗୀକୁ ଚିହ୍ନଟ କରି ଚିକିତ୍ସା କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ନେଉଛନ୍ତି । କିଭଳି ଏହି ମହାମାରୀରକୁ ରୋକାଯାଇ ପାରିବ…amanprem (65)in steempress • 5 years agoକରୋନା ପାଇଁ ସାମସଙ୍ଗ ଲଞ୍ଚ କଲା ଗାଲାକ୍ସି ସାନିଟାଇଜିଙ୍ଗ ସର୍ଭିସ୍ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଲାଗି ବିଶ୍ୱବ୍ୟାପି ହଟଚମଟ । ଦୃତ ଗତିରେ ବଢିବାରେ ଲାଗିଛି ଏହି ଭାଇରସ । ଏନେଇ ଅନେକ ସଂସ୍ଥା ଏବଂ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଏହି ଭାଇରସକୁ ଦୃଷ୍ଟିରେ…amanprem (65)in steempress • 5 years agoଆକ୍ସନ ମୁଡ୍ ରେ ବିଏମସି: ହୋଲ୍ଡିଂ ଟ୍ୟାକ୍ସ ନଦେଇଥିଲେ କଟିବ ପାଣି ଓ ବିଜୁଳିଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆକ୍ସନ ମୁଡ୍ ରେ ବିଏମସି । ହୋଲ୍ଡିଂ ଟ୍ୟାକ୍ସ ନଦେଇଥିବା ଖିଲାପକାରୀଙ୍କ ଉପରେ ବିଏମସିର କଡା ଆଭିମୁଖ୍ୟ ଗ୍ରହଣ କରିଛି । ଯେଉଁ ମାନେ ହୋଲ୍ଡିଂ ଟ୍ୟାକ୍ସ ବକେୟା ଦେଇ ନାହାନ୍ତି ସେମାନଙ୍କର ଆଜି ଠାରୁ ପାଣି ଓ…amanprem (65)in steempress • 5 years agoପୁନରୁଦ୍ଧାର ହେବ ଦେଶର ୫ଟି ସାର କାରଖାନାନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁନରୁଦ୍ଧାର ହେବ ଦେଶରେ ବନ୍ଦ ହୋଇ ପଡି ରହିଥିବା ସାର କାରଖାନା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି. ଈି. ସଦାନନ୍ଦ ଗୌଡା । ଗତକାଲି ରାଜ୍ୟସଭାରେ ସାର କାରଖାନା ସମ୍ବନ୍ଧରେ…amanprem (65)in steempress • 5 years agoକରୋନା ପାଇଁ ବିଏମସି ଗଠନ କଲା ସ୍ୱତନ୍ତ୍ର ଟିମଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଏମସି ତିଆରି କରିଛି ୩ଟି ସ୍ୱତନ୍ତ୍ର ଟିମ । ସହରର ପରିମଳ ସ୍ୱଚ୍ଛତା ଉପରେ ରଖା ଯିବ କଡା ନଜର । କରୋନାକୁ ନେଇ ଚାରି ଆଡେ ଆତଙ୍କ ଖେଳିଯାଇଥିବା ବେଳେ ଏହାର କବଳରୁ ଓଡିଶାକୁ ରକ୍ଷା କରିବା ପାଇଁ ରାଜ୍ୟସରକାର…amanprem (65)in steempress • 5 years agoଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଚିନ୍ତା ଘାରିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ…amanprem (65)in steempress • 5 years agoଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଦଶମ ଓଡିଆ ଫିଲ୍ମଫେୟାର ଆୱାର୍ଡସଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମହାମାରୀର ଧୀରେ ଧୀରେ କାୟା ବଢିବାରେ ଲାଗିଛି । ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ଲୋକ ଏହି କରୋନା ମହାମାରୀରେ ଆକ୍ରାନ୍ତ ଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିସାରିଛି । ତେବେ ଏହି ସଂଖ୍ୟା…amanprem (65)in steempress • 5 years agoପ୍ରଶଂସକଙ୍କ କ୍ୟୁବରେ ବାବୁସାନଭୁବନେଶ୍ୱର (ଏଟିଆର ବ୍ୟୁରୋ): ସିନେ କଳାକାରଙ୍କର ବହୁ ପ୍ରଶଂସକ ଦେଖିବାକୁ ମିଳିଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ କିଛି ପ୍ରଶଂସକ ଏପରି କାମ କରିଦେଇଥାନ୍ତି ଯାହା ସମସ୍ତଙ୍କୁ ତାଙ୍କ ଆଡକୁ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ କରିଥାଏ ।…amanprem (65)in steempress • 5 years agoକରୋନା ପାଇଁ ହାଇକୋର୍ଟ ଜାରି କଲା କଟକଣାକଟକ (ଏଟିଆର ବ୍ୟୁରୋ): କରୋନା ଭାଇରସ ଭୟରେ ଏବେ ସାରା ବିଶ୍ୱ । ଭାରତରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ତେଣୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।…amanprem (65)in steempress • 5 years agoମାର୍ଚ୍ଚ ୩୧ଯାଏଁ ବନ୍ଦ ରଖାଯିବ ପ୍ଲାନେଟୋରିୟମଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରଖିବାକୁ…amanprem (65)in steempress • 5 years agoଉତ୍କଳ ଦିବସ ପାଳନ ଉପରେ ରୋକ ଲଗାଇଲେ ରାଜ୍ୟ ସରକାରଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ନିଜ କବଳରେ ରଖିଥିବା କରୋନା ଭାଇରସ ଏବେ ସଭିଁଙ୍କୁ ଗ୍ରାସ କରିବାରେ ଲାଗିଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ ବିଭିନ୍ନ ଦେଶକୁ ବ୍ୟାପିବା ସହ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ…