New: atrnews-odishaAll contenthive-129948hive-196917krhive-185836zzanhive-183959steemphotographyhive-180932hive-150122hive-101145hive-183397hive-166405hive-144064uncommonlabhive-188619hive-184714bitcoinhive-103599hive-193637krsuccesshive-145157hive-193186hive-180301hive-179660TrendingNewHotLikersamanprem (65)in steempress • 5 years agoକରୋନା ସଚେତନା କମିଟିର ଅଧ୍ୟକ୍ଷ ହେଲେ ସୁବ୍ରତ ବାଗଚୀଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ବର୍ତ୍ତମାନ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ୫ ହଜାରରୁ ଉର୍ଦ୍ଧ…amanprem (65)in steempress • 5 years agoଆକ୍ସନ ମୁଡ୍ ରେ ବିଏମସି: ହୋଲ୍ଡିଂ ଟ୍ୟାକ୍ସ ନଦେଇଥିଲେ କଟିବ ପାଣି ଓ ବିଜୁଳିଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆକ୍ସନ ମୁଡ୍ ରେ ବିଏମସି । ହୋଲ୍ଡିଂ ଟ୍ୟାକ୍ସ ନଦେଇଥିବା ଖିଲାପକାରୀଙ୍କ ଉପରେ ବିଏମସିର କଡା ଆଭିମୁଖ୍ୟ ଗ୍ରହଣ କରିଛି । ଯେଉଁ ମାନେ ହୋଲ୍ଡିଂ ଟ୍ୟାକ୍ସ ବକେୟା ଦେଇ ନାହାନ୍ତି ସେମାନଙ୍କର ଆଜି ଠାରୁ ପାଣି ଓ…amanprem (65)in steempress • 5 years agoକରୋନା ପାଇଁ ବିଏମସି ଗଠନ କଲା ସ୍ୱତନ୍ତ୍ର ଟିମଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଏମସି ତିଆରି କରିଛି ୩ଟି ସ୍ୱତନ୍ତ୍ର ଟିମ । ସହରର ପରିମଳ ସ୍ୱଚ୍ଛତା ଉପରେ ରଖା ଯିବ କଡା ନଜର । କରୋନାକୁ ନେଇ ଚାରି ଆଡେ ଆତଙ୍କ ଖେଳିଯାଇଥିବା ବେଳେ ଏହାର କବଳରୁ ଓଡିଶାକୁ ରକ୍ଷା କରିବା ପାଇଁ ରାଜ୍ୟସରକାର…amanprem (65)in steempress • 5 years agoଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଚିନ୍ତା ଘାରିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ…amanprem (65)in steempress • 5 years agoକରୋନା ପାଇଁ ହାଇକୋର୍ଟ ଜାରି କଲା କଟକଣାକଟକ (ଏଟିଆର ବ୍ୟୁରୋ): କରୋନା ଭାଇରସ ଭୟରେ ଏବେ ସାରା ବିଶ୍ୱ । ଭାରତରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ତେଣୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।…amanprem (65)in steempress • 5 years agoମାର୍ଚ୍ଚ ୩୧ଯାଏଁ ବନ୍ଦ ରଖାଯିବ ପ୍ଲାନେଟୋରିୟମଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରଖିବାକୁ…amanprem (65)in steempress • 5 years agoଉତ୍କଳ ଦିବସ ପାଳନ ଉପରେ ରୋକ ଲଗାଇଲେ ରାଜ୍ୟ ସରକାରଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ନିଜ କବଳରେ ରଖିଥିବା କରୋନା ଭାଇରସ ଏବେ ସଭିଁଙ୍କୁ ଗ୍ରାସ କରିବାରେ ଲାଗିଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ ବିଭିନ୍ନ ଦେଶକୁ ବ୍ୟାପିବା ସହ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ…amanprem (65)in steempress • 5 years ago୨୯୪ କୋଟି ଟଙ୍କାର ନକଲି ଇନଭଏସ ତିଆରି କରି ୨ ଅଭିଯୁକ୍ତ ଗିରଫଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜିଏସଟି ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଏସଟି କମିସନଙ୍କ ତତ୍ୱବଧାନରେ ତିନିଜଣ ଜିଏସଟି ଠକେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍କାର୍ଡ…amanprem (65)in steempress • 5 years ago୩ମାସ ପାଇଁ ବନ୍ଦ ରହିବ ଝାରସୁଗୁଡାରୁ ଭୁବନେଶ୍ୱର ବିମାନ ସେବାଝାରସୁଗୁଡା (ଏଟିଆର ବ୍ୟୁରୋ): ୩ମାସ ଯାଏଁ ମିଳିବନି ଝାରସୁଗୁଡାରୁ ଭୁବନେଶ୍ୱର ବିମାନ ଚଳାଚଳ ସେବା । ଆସନ୍ତା ମାର୍ଚ୍ଚ ୨୯ରୁ ୩ମାସ ଯାଏଁ ବନ୍ଦ ରହିବ ଝାରସୁଗୁଡା ଭୁବନେଶ୍ୱର ବିମାନ ଚଳାଚଳ । ସୂଚନାନୁଯାୟୀ ଭୁବନେଶ୍ୱରର ରନ ୱେ ମରାମତି…amanprem (65)in steempress • 5 years agoପେନସନ ଭୋଗୀଙ୍କର ୫ ପ୍ରତିଶତ ବଢିଲା ଡିଏଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଆଣିଲେ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଥିବା ସମସ୍ତ ପେନସନ ଭୋଗୀଙ୍କର ୫ ପ୍ରତିଶତ ଡିଅରନେସ ରିଲିଫ ବୃଦ୍ଧି କରିଛନ୍ତି । ପୂର୍ବରୁ ୧୨ ପ୍ରତିଶତ ଡିଅରନେସ ରିଲିଫ ପାଉଥିବା ବେଳେ…amanprem (65)in steempress • 5 years agoୟେସ ବ୍ୟାଙ୍କରେ ଅଧିକ ସୁଧ ଆଶାରେ ଅର୍ଥ ରଖାଯାଇଥିଲା : ଅର୍ଥମନ୍ତ୍ରୀ ନରିଞ୍ଜନ ପୂଜାରୀଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକ ସୁଧ ପାଇବା ଆଶାରେ ମହାପ୍ରଭୁଙ୍କର ଅର୍ଥକୁ ୟେସ ବ୍ୟାଙ୍କରେ ଜମା କରାଯାଇଥିଲା । ମହାପ୍ରଭୁଙ୍କର ଅର୍ଥ ୟେସ ବ୍ୟାଙ୍କରେ ରଖିବା ପଛରେ ରାଜ୍ୟ ସରକାରଙ୍କର କୌଣସି ହାତ ନାହିଁ । ଜଗନ୍ନାଥ ମନ୍ଦିରର ଅର୍ଥ…amanprem (65)in steempress • 5 years agoପଲିଥିନ ପଡିଥିବାରୁ ୧ଲକ୍ଷ ଟଙ୍କାର ଜରିମାନାବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବ୍ରହ୍ମପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଜିଲ୍ଲାପାଳ ନିଜର ଅଣ୍ଟା ଭିଡିଛନ୍ତି । ଜିଲ୍ଲାପାଳ ସାଇକେଲରେ ସହର ବୁଲି ପରିମଳ ବ୍ୟବସ୍ଥାର ତଦାରଖ…amanprem (65)in steempress • 5 years agoଛୋଟ ରେଳ ଷ୍ଟେସନ ଗୁଡିକରେ ନିୟୋଜିତ ହେବେ ଏସଟିବିଏଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଟ୍ରେନ ଚଳାଚଳ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେବେ ଛୋଟ ଷ୍ଟେସନଗୁଡିକରେ ଟିକେଟ ବୁକିଂ କାର୍ଯ୍ୟ ତୁଲାଉଥିବା ସହାୟକ ଷ୍ଟେସନ ମାଷ୍ଟର । ରେଳ ମନ୍ତ୍ରଣାଳୟ ପକ୍ଷରୁ ଛୋଟ ଷ୍ଟେସନଗୁଡିକରେ…amanprem (65)in steempress • 5 years agoହାଟରେ ଲାଗିଲା ନିଆଁ , ଜଳିଗଲା ୬୦ରୁ ଅଧିକ ଦୋକାନନିଆଳି (ଏଟିଆର ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଆଳି ସ୍ଥିତ ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬୦ରୁ ଅଧିକ ଚାଳ ପୋଡି ଯାଇଛି । ଯାହାଫଳରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ଯାଇଛି ।…amanprem (65)in steempress • 5 years ago୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କର ଦର୍ଶନପୁରୀ (ଏଟିଆର ବ୍ୟୁରୋ): ଆଜି ୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କର ଦର୍ଶନ । ବନକଲାଗି ନୀତି ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ବନକଲାଗି ଏକ ଗୁପ୍ତ ସେବା ହୋଇଥିବା ବେଳେ ମହାପ୍ରଭୁଙ୍କର ଗୁପ୍ତ ସେବା ପାଇଁ ୪ଘଣ୍ଟା ମନ୍ଦିର ବନ୍ଦ…amanprem (65)in steempress • 5 years agoଚୈତ୍ର ଯାତ୍ରା ଅବସରରେ ତାରାତାରିଣୀ ପୀଠର ଫଟୋ ସେୟାର କଲେ ମୁଖ୍ୟମନ୍ତ୍ରୀଗଞ୍ଜାମ (ଏଟିଆର ବ୍ୟୁରୋ): ଗତକାଲିଠାରୁ ଆରମ୍ଭ ହୋଇଯାଇଛି ପବିତ୍ର ଚୈତ୍ରମାସ । ଚୈତ୍ରମାସର ଆରମ୍ଭ ହେବା କାରଣରୁ ଚଳଚଞ୍ଚଳ ହୋଇଉଠିଛ ଶକ୍ତି ପୀଠ । ସେପଟେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠ ମଧ୍ୟ ଉତ୍ସବ ମୁଖର ହୋଇଉଠିଛି ।…amanprem (65)in steempress • 5 years agoବିଷାକ୍ତ ଚା’ ପିଇ ୧୫ ଅସୁସ୍ଥଜଳେଶ୍ୱର (ଏଟିଆର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଂହ ଗାଁରେ ଘଟିଛି ଅଭାବନୀୟ ଘଟଣା । ଚା’ ପିଇବା ହେଲା କାଳ । ଆଜି ସକାଳୁ ବିଶାକ୍ତ ଚାହା ପିଇ ୧୫ଜଣ ଗୁରୁତ୍ୱର ହୋଇଛନ୍ତି । ସୂଚନାନୁଯାୟୀ, ରଣସିଂହପୁର ଗାଁରେ ଏକ ବାହାଘର…amanprem (65)in steempress • 5 years agoଆଜି ହୋଲି: ରାଜଧାନୀକୁ ଜଗିଛନ୍ତି ୧୬ ପ୍ଲାଟୁନ ପୋଲିସ ଫୋର୍ସଭୁବନେଶ୍ୱର(ଏଟିଆର ବ୍ୟୁରେ): ଓଡିଆ ରିତି ନିତୀ ଅନୁସାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ଯାହାକୁ ବେଶ ଧୁମ ଧାମରେ ପାଳନ କରିଥାନ୍ତି ଓଡିଶା ବାସୀ । ତେବେ ସବୁ ପର୍ବ ଭିତରୁ ନିଆରା ପର୍ବ ହେଉଛି ହୋଲି । ଆଜି ହେଉଛି ରଙ୍ଗର ପର୍ବ…amanprem (65)in steempress • 5 years agoମହିଳାଙ୍କ ପାଇଁ ସ୍ୱତନ୍ତ୍ର ପିଙ୍କ ପାର୍କିଂଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଭିନ୍ନ ମଲ ଗୁଡିକରେ ଅନେକ ସମୟରେ ପାର୍କିଂ ବ୍ୟବସ୍ଥାକୁ ନେଇ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ପାର୍କିଂ ସମସ୍ୟା ଅଧିକ ଦେଖାଯାଇଥାଏ । ତେବେ ମହିଳା…amanprem (65)in steempress • 5 years agoଆସନ୍ତା ୧୫ରୁ ବୈଶାଖୀ ବାଣିଜ୍ୟ ମେଳାକଟକ (ଏଟିଆର ବ୍ୟୁରୋ): ଆସନ୍ତା ୧୫ରୁ ୨୪ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ବୈଶାଖୀ ବାଣିଜ୍ୟ ମେଳା । କଟକ ଉପର ବାଲିଯାତ୍ରା ପଡିଆରେ ଏହି ମେଳା ଆୟୋଜିତ ହେବ । ଏହି ବୈଶାଖୀ ବାଣିଜ୍ୟ ମେଳାକୁ ମିନି ବାଲିଯାତ୍ରା ମଧ୍ୟ କୁହାଯାଇଥାଏ ।…