ପେନସନ ଭୋଗୀଙ୍କର ୫ ପ୍ରତିଶତ ବଢିଲା ଡିଏ

in steempress •  5 years ago  (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଆଣିଲେ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଥିବା ସମସ୍ତ ପେନସନ ଭୋଗୀଙ୍କର ୫ ପ୍ରତିଶତ ଡିଅରନେସ ରିଲିଫ ବୃଦ୍ଧି କରିଛନ୍ତି । ପୂର୍ବରୁ ୧୨ ପ୍ରତିଶତ ଡିଅରନେସ ରିଲିଫ ପାଉଥିବା ବେଳେ ଏହା ୧୭ ପ୍ରତିଶତକୁ ବୃଦ୍ଧି ପାଇଛି ।


ଯାହାକି ପିଛିଲା ଭାବେ ୨୦୧୯ ଜୁଲାଇ ପହିଲାରୁ ଲାଗୁ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ଥିବା ଅନେକ ପେନସନ ଭୋଗୀ ଉପକୃତ ହେବେ ।

Authors get paid when people like you upvote their post.
If you enjoyed what you read here, create your account today and start earning FREE STEEM!